ଘମ ଘମ

ଉଇକିଅଭିଧାନ‌ରୁ

ଘମ ଘମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ଘର୍ମ)[ସମ୍ପାଦନା]

୧. ବିଶେଷଭାବରେ (ବାସିବା) — ୧. (smelling) Very much.
୨. ବିଶେଷ ପରିମାଣରେ (ଝାଳ ବୋହିବା) — ୨. Profusely (perspiring).