ଚଉହତ୍ତା
ଚଉହତ୍ତା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
(ଚଉହତା—ଅନ୍ୟରୂପ)
ଦେଶଜ - ବିଶେଷଣ -(ସଂସ୍କୃତ - ଚତୁର୍+ଆ ଉହାତହ୍)[ସମ୍ପାଦନା]
- ୧. ଚାରି ଦିଗରେ ବାଡ଼ ବା ପ୍ରାଚୀରଦ୍ୱାରା ବେଷ୍ଟନ କରା ଯାଇ ୧. Surrounded by a compound wall on all sides.
- ୨. (ସଂସ୍କୃତ - ଚତୁଃ+ହସ୍ତା)—ହୃଷ୍ଟପୁଷ୍ଟ ଓ ବଳବାନ୍ (ମରଦ) — Tall and strong (man).
[ ଦ୍ର—ସାଧାରଣ ଲୋକେ ଉଚ୍ଚରେ ୩/?/ ହାତ ହୁଅନ୍ତି, ଚାରି ହାତ ଡେଙ୍ଗା ଲୋକ ସାଧାରଣଙ୍କୁ ଅପେକ୍ଷା ବଡ଼]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଚାରିପାଖେ ବୁଲିଥିବା ପାଚେରୀ — A compound-wall raised round a place.