ଛଇତି ମଇତି

ଉଇକିଅଭିଧାନ‌ରୁ

ଛଇତି ମଇତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ)ବିଶେଷଣ - (ସଂସ୍କୃତ - ହର୍ଷ + ଉନ୍ନତ୍ତ)[ସମ୍ପାଦନା]

୧. ହର୍ଷୋନ୍ନତ୍ତ; ଆନନ୍ଦିତ —୧. Delighted.

(ଯଥା— ତାଙ୍କ ଘରକୁ ଆଜି ଜ୍ୱାଇଁ ଆସିଛନ୍ତି ବୋଲି ଆଜି ସେ ଭାରି ଛଇତି ମଇତି ହଉଛନ୍ତି )

୨. (ସଂସ୍କୃତ - ହସ୍ତ+ମୁକ୍ତ) ମୁକ୍ତହସ୍ତ — ୨. Open-handed; liberal.