ଛଟା

ଉଇକିଅଭିଧାନ‌ରୁ

ଛଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଚ୍ଛୋ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅଟ +ସ୍ତ୍ରୀ. ଆ)[ସମ୍ପାଦନା]

୧. ପ୍ରଭା; ଦୀପ୍ତି; ଆଲୋକ — ୧. Glow; rediance; light; brightness.
୨. ଭଙ୍ଗୀ; ଶୋଭା; ସୌନ୍ଦର୍ଯ୍ୟ; କାନ୍ତି — ୨. Grace; beauty.

ଛଟା କାହା କଟାକ୍ଷର କବିସୂର୍ଯ୍ୟ. କିଶୋରୀଚମ୍ପୁ. ଛ. ଗୀତ

୩. ସମୂହ —୩. Collection.
୪. ଆଲୋକରେଖା —୪. Ray of light.
୫. ପରମ୍ପରା —୫. Succession.
୬. ଢଙ୍ଗ; ରୂପ —୬. Mode from.

ଏହି ସମୟରେ ଯେ ଦ୍ରୁପଦଙ୍କୁ ବେଟ ଧଇଁଲେ ମୃତ୍ୟୁଦେବଙ୍କର ଧରି ଛଟା କୃଷ୍ଣସିଂହ. ମହାଭାରତ. ଦ୍ରୋଣ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଅଡ଼ୁଆ କାର୍ଯ୍ୟ; ଗୋଲମାଲ — ୧. Complicated business.

୨ : ଧନ୍ଦା —୨. Work requiring much labour.

ଅନୁବାଦ[ସମ୍ପାଦନା]

୩. ଛଳ; ବାହାନା —୩. Feigning.
୪. ଚାତୁର୍ଯ୍ୟ; ଚତୁରତା —୪. Trick-cunning.
୫. କରଣୀ ବା କୁଟିଳ ଲିପି —୫. Slant and confused script or character.

ଅନୁବାଦ[ସମ୍ପାଦନା]

୬. ଛଟିବା —୬. Sprinkling; strewing.
୭. ଧାନ ପ୍ରଭୃତି ଶସ୍ୟ କାଦୁଆ ଜମିରେ ବୁଣିବା — ୭. Act of sowing corn-seeds on a clayey field.
୮. ବାଳ କତୁରିବା — ୮. Cropping hair with scissors.

ଅନୁବାଦ[ସମ୍ପାଦନା]

୯. ଗଛର ଆଗକୁ କତୁରିବା —୯. Pruning.
୧. ଛାଟିଦେବା ବା ଜୋରରେ ଧକ୍କାଦେଇ ପକାଇଦେବା — ୧୦. Act of throwing down with a push.
୧୧. ଛଅଗୋଟା —୧୧. Six in number.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଛଟା ହୋଇଥିବା; କାନ୍ଥରେ ଦିଆଯାଇ ଥିବା (ମାଟି) —୧. Sprinkled; piled up.

(ଯଥା—ଛଟାମାଟିର କାନ୍ଥ=ବଙ୍ଗାଳୀ - ଛିଟେମାଟିର ଦେଓୟାଲ)

୨. କୁଟିଳଭାବରେ ଲେଖା ହୋଇଥିବା (ଅକ୍ଷର) — ୨. Intricate; crooked; scrawled.


୩. ଛଅ ସଂଖ୍ୟକ —୩. Numbering six.