ଛତରରେ ପଶିବା

ଉଇକିଅଭିଧାନ‌ରୁ

ଛତରରେ ପଶିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

୧. ଉଦରଜ୍ୱାଳାରେ ଜାତି ବା ସମାଜବନ୍ଧନ ନ ମାନି ଅନ୍ନସତ୍ରରେ ଭାତ ଖାଇବା —୧. To eat cooked rice in a public kitchen by disregarding social restrictions.
୨. ଅନ୍ନସତ୍ରରେ ରନ୍ଧା ହୋଇଥିବା ଭାତ ଖାଇବା ହେତୁରୁ ଜାତି ହରାଇବା —୨. To loss one's caste or to be excluded from the pale of one's society by taking rice from a public kitchen.
୩. (ପୁରୁଷଙ୍କ ପ୍ରତି ଗାଳିବିଶେଷ) ଜାତି ହରାଇବା; ଆଜାତିଆଙ୍କ ଘରେ ପକ୍ୱାନ୍ନ ଖାଇବା —୩. (a term of abuse to males) To lose one's caste; to take food cooked by people of low caste.
୪. (ସ୍ତ୍ରୀଙ୍କ ପ୍ରତି ଗାଳିବିଶେଷ)—କୁଳରୁ ବାହାରି ଯାଇ ନୀଚ ବେଶ୍ୟାବୃତ୍ତି କରିବା; ବଡ଼ଦାଣ୍ଡକୁ ଯିବା — ୪. (a term of abuse to females) To go out of one's family and take to prostitution.