ଛତା ଜୋତା

ଉଇକିଅଭିଧାନ‌ରୁ

ଛତା ଜୋତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)[ସମ୍ପାଦନା]

ମନୁଷ୍ୟ ଘରୁ ବାହାରକୁ ଯିବାବେଳେ ବ୍ୟବହାର କରିବା ଦୁଇଟି ପଦାର୍ଥ:— (ମୁଣ୍ଡ ଓ ଗୋଡ଼ରୁ ରକ୍ଷା ପାଇବା ପାଇଁ) ଛତ୍ର ଓ ପାଦୁକା —Umbrella and shoes (necessary for a man going outside).

[ଦ୍ରଷ୍ଟବ୍ୟ —ଏ ଦୁଇଟି ପଦାର୍ଥ ଘରର ବାହାରେ ରଖି ଦେଇ ଘର ମଧ୍ୟକୁ ଯିବାର ବିଧି ଭଦ୍ରତାନୁମୋଦିତ ]