ଖଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଟ
ଉଚ୍ଚାରଣ: Khaṭa

ସଂ. ବି. (ଖଟ୍ ଧାତୁ=ଇଚ୍ଛା କରିବା; ଖୋଜିବା+କର୍ମ. ଅ) —

୧: ତୃଣ; ଘାସ —୧. Grass.

୨: ଟଙ୍କ ନାମକ ଶସ୍ତ୍ର; ଟାଙ୍ଗିଆ — ୨. A hatchet used as a weapon of offence; axe.

୩: ପ୍ରହାର —୩. Beating; assault.

୪: ଖଙ୍କାର; କଫ —୪. Phlegm.

୫: ଅନ୍ଧକୂପ; ଅମୁହାଁକୂଅ — ୫. A dark dungeon; a blind well.

୬: ମୁଠା; ମୁଷ୍ଟି —୬. Closed fist.

୭: ବଟାଳି —୭. Chisel (M.W.)

୮: ହଳ —୮. A plough (M.W.)

୯: ବିଧା; ମୁଥା —୯. A blow with the closed doubled fist (Wilosn)

୧: ଘର ଛୁଆଣି କରିବା ତୃଣ — ୧୦. Grass used to thatch houses (M.W.)

খাট खाटिआ, खाट

ଦେ. ବି (ସଂ. ଖଟ୍ବା) —

୧: ଶୋଇବା ନିମନ୍ତେ କାଠରେ ତିଆରି ହୋଇଥିବା ଖୁରାଥିବା ଆସନ (ଏଥିରେ ବାଡ଼ ନ ଥାଏ) —୧. Bed-stead (without side- rails).

ଖାରା ଖଣ୍ଡଧାରା ଖଟ ବିଚାରି ଶୋଇଲୁ ରେ— କବିସୂର୍ଯ୍ୟ. କିଶୋରୀଚମ୍ପୁ. ଖ ଗୀତ

୨: ପଲଙ୍କ —୨. Ornamental and railed bedstead.

[ଦ୍ର—ଭନ୍ନ ଭିନ୍ନ ପ୍ରକାର ଖଟ; ଯଥା—

ଗଛ ଖଟ —Bedstead with mosquito-frames and railings.

ବେତବୁଣା ଖଟ — Bedstead framed with cane.

ପଟା ଖଟ ବା ତକ୍ତପୋଷ — Bedstead made of planks.

ଭଙ୍ଗା ବା ଖଞ୍ଜା ଖଟ —Camp-bedstead.

ଦଉଡ଼ା ଖଟ —Stringed bedstead.

ଲେବାର୍ ଫିତା ଖଟ —Taped bedstead.