ଛତି ଟେକିବା

ଉଇକିଅଭିଧାନ‌ରୁ

ଛତି ଟେକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ରାଜା, ଦେବତା ବା ବଡ଼ଲୋକଙ୍କ ମୁଣ୍ଡ ଉପରେ ଛାଇ ହେବା ଭଳି ଛତି ଧରିବା — ୧. To hold up an umbrella over the head of a Raja, Deity or rich man.
୨. (ଲକ୍ଷଣାର୍ଥ) ନିଜକୁ ଶ୍ରେଷ୍ଠ ବୋଲି ପରିଚିତ କରାଇବା — ୨. (figurative) To make oneself known as the best.

ଯେବେ ସେ ହେବ କୋଳେ କଳାବତୀମଣ୍ଡଳେ ନ ଟେକିବୁ କି ଶ୍ୱେତ ଛତିକିରେ କବିସୂର୍ଯ୍ୟ. ସଙ୍ଗୀତ