ଛତ୍ରି

ଉଇକିଅଭିଧାନ‌ରୁ

ଛତ୍ରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଛତ୍ର)[ସମ୍ପାଦନା]

୧. ଦେବତା ଓ ରାଜାମାନଙ୍କ ଉପରେ ଧରାଯିବା ବଡ଼ ଛତା —୧. A big umbrella held over kings and Deities.
୨. ଚକ୍ରବର୍ତ୍ତି ରାଜା —୨. A sovereign; emperor.
୩. ବୀର ପୁରୁଷ —୩. A warrior.

ଏତ ଛତ୍ରିଙ୍କ ଉପରେ ଚୋଖ ପ୍ରାଚୀ. ରହସ୍ୟସଞ୍ଜରୀ

୪. (ସଂସ୍କୃତ - କ୍ଷତ୍ରିୟ)—କ୍ଷତ୍ରିୟ —୪. A Kshatriya or man of the warrior class amongst the Hindus.

ପୁଣି ପରଶୁରାମ ରୂପେ ଛତ୍ରି ନାଶିଲୁ ମହାକୋପେ ଭୂପତି, ପ୍ରେମପଞ୍ଚାମୃତ ଛତ୍ରି ଉତ୍ତମ ଶିରୋମଣି କମଳଲୋଚନ. ଚଉଚିଶା

୫. ରାଜପୁତ ଜାତି —୫. The Rajput caste.