ଜଠରଯନ୍ତ୍ରଣା

ଉଇକିଅଭିଧାନ‌ରୁ

ଜଠରଯନ୍ତ୍ରଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜଠରଯାତନା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଜଠର+ଯନ୍ତ୍ରଣା, ୬ଷ୍ଠୀ ବା ୭ମୀ ତତ୍)[ସମ୍ପାଦନା]

୧. ଭ୍ରୂଣ ଜନନୀଗର୍ଭରେ ଥିବା ସମୟରେ ସ୍ୱୟଂ ଯେଉଁ କଷ୍ଟଭୋଗ କରୁ— ଥିବାର କଳ୍ପନା କରାଯାଏ —୧. The pain said to be endured by a child while confined in the womb.
୨. ମାତାଙ୍କର ଗର୍ଭଧାରଣ କ୍ଳେଶ ଓ ପ୍ରସବ ବେଦନା — ୨. The mother's pangs during pregnancy and child-birth.
୩. କ୍ଷୁଦା —୩. Hunger.
୪. ଜଠରଜ୍ୱାଳା (ଦେଖ) - ୪. Jaṭharajwāḻā (See)