ଟକଳା
ଟକଳା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଟକଳୀ—ସ୍ତ୍ରୀ)
ଅନୁବାଦ[ସମ୍ପାଦନା]
ଟକଳା
|
ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]
- ୧. ଯେଉଁ ଲୋକ ଖାଇବା ପାଇଁ ଅତ୍ୟନ୍ତ ଲଳାୟତ ବା କୌଣସି ବିଶେଷ ଖାଦ୍ୟ ଦ୍ରବ୍ୟ ପ୍ରତି ଅତ୍ୟନ୍ତ ଲୋଭୀ —୧. Having inordinate hankering after food; impatient for food.
- ୨. ଯେଉଁ ଲୋକ ପେଟ ଭିତରେ କୌଣସି କଥା ବହୁକାଳ ଗୋପନ କରି ରଖିବାପାରେ ନାହିଁ — ୨. One who can not keep secrets; babbler; tattler.