ଟଙ୍କିଆ

ଉଇକିଅଭିଧାନ‌ରୁ

ଟଙ୍କିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂଖ୍ୟାବାଚକ ଅନ୍ୟ ଶଦ୍ଦସଙ୍ଗେ ଯୁକ୍ତ)[ସମ୍ପାଦନା]

ଯହିଁର ମୂଲ୍ୟ ବା ପରିମାଣ ଏତେ ଟଙ୍କା ଅଟେ — Worth so many rupees.

(ଯଥା—ଦଶଟଙ୍କିଆ ନୋଟ୍, ପାଞ୍ଚଟଙ୍କିଆ ଜୋଡ଼, ଆଠ ଟଙ୍କିଆ ଚାକିରି)

ପ୍ରାଦେଶିକ - ବିଣ, (ଗଡ଼ଜାତ)[ସମ୍ପାଦନା]

ଖରାପ ବନ୍ଧ ବା ବାସନାଯୁକ୍ତ (ବାସି ତୋଡ଼ାଣି ବା ଭାତ) — Stale and had-smelling (food).

(ଯଥା—ଏ ଭାତ ଭାରି ଟଙ୍କିଆ ବାସୁଛି)