ଟାଇଁ କରି

ଉଇକିଅଭିଧାନ‌ରୁ

ଟାଇଁ କରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଟାଇଁକିନି; ଟାଇଁକିରି, ଟାଇଁଦସ୍; ଟାଇଁଧସ୍ଅନ୍ୟରୂପ

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଟଙ୍କାର)[ସମ୍ପାଦନା]

୧. ଟାଇଁ ଟାଇଁ ଶବ୍ଦ କରି — ୧. With a hard sound like that of a metal striking a metal.
୨. ଟାଉଁକିନି; ହଠାତ୍ — ୨. All on a sudden.