ଟାଇପ୍

ଉଇକିଅଭିଧାନ‌ରୁ

ଟାଇପ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

୧. ଛାଞ୍ଚରେ ଢଳା ହୋଇ ଥିବା ସୀସାରେ ତିଆରି ଛାପିବାର ଅକ୍ଷର — ୧. Type cast in mould for printing.
୨. ଛାପା ଅକ୍ଷରର ପ୍ରକାର — ୨. Type; kind or class of printed letter.

[ଦ୍ରଷ୍ଟବ୍ୟ —ଛାପା ଅକ୍ଷରର ଆକାରପ୍ରକାରଭେଦରେ ଟାଇପ୍ର ଭିନ୍ନ ଭିନ୍ନ ନାମ ଅଛି ===

ଯଥା—ଗ୍ରେଟ୍ ପ୍ରାଇମର୍, ଇଙ୍ଗ୍ଳିସ୍ୱଡ଼ୀ, ପାଇକା, ସ୍ମଲ୍ ପାଇକା, ଲଙ୍ଗ୍ ପ୍ରାଇମର୍]