ଟାଙ୍କ

ଉଇକିଅଭିଧାନ‌ରୁ

ଟାଙ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଟଙ୍ଗ) ଜଙ୍ଘ — ୧. Thigh.
୨. (ସଂସ୍କୃତ - ଟଙ୍କ) ଗୋଡ଼ — ୨. Leg.
୩. (ସଂସ୍କୃତ - ଟଙ୍କ ଧାତୁ) ଛୁଞ୍ଚିଦ୍ୱାରା ସିଲାଇ ବା ଢାଗା — ୩. A stitch.
୪. ପ୍ରହାରାଦିର ଏକ ହପ୍ପା — ୪. One shower of cudgelling or abuse.

(ଯଥା—ମୁଁ ତାକୁ ଆଚ୍ଛା କରି ଟାଙ୍କେ ଛେଚିଲି)