ଠଙ୍ଗ୍
ଠଙ୍ଗ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ପ୍ରାଦେଶିକ -(ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]
ମୂଲ୍ୟ; ଦାମ — Price.
ଯଚନିଆ ମାଲର ଠଙ୍ଗ୍ ନାହିଁ ଢ଼ଗ
ଅ.[ସମ୍ପାଦନା]
(ଧ୍ୱନ୍ୟନୁକରଣ)—ଖଣ୍ଡା ଆଦିରେ କୌଣସି ପଦାର୍ଥକୁ ଜୋର୍ରେ ହଠାତ୍ କାଟି ଦେବା ପ୍ରକାରେ — Swiftly or suddenly (to cut asunder the head with a sharp weapon); swiftly and with a thud.
(ଯଥା—ମୁଁଡ଼୍ଟା ଠଙ୍ଗ୍ କରି ହାନି ଦେଲାରେ)