ଠାଆ ପୀଢ଼ା
ଦେଖଣା
ଠାଆ ପୀଢ଼ା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ ଓ ପୀଠ)
[ସମ୍ପାଦନା]- ୧. ଭୋଜନ ସ୍ଥାନରେ ମୁରୁଜ ଦେଇ ଓ ପୀଢ଼ା ପକାଇ ଭୋଜନସ୍ଥାନ ପ୍ରସ୍ତୁତ କରିବା —୧. Setting the place for meal in order; making a place ready for occupation of the diner.
ଠାଆ ପୀଢ଼ା କରି କୃଷ୍ଣଙ୍କୁ ଘେନି ଗଲେ, ତଦଅନ୍ତରେ ଘରୁ ବଢ଼ାବଢ଼ି କଲେ କୃଷ୍ଣସିଂହ. ମହାଭାରତ. ଭଦୋଗ
- ୨. ଭୋଜନକ୍ରିୟା —୨. The act of eating.