ଠାୟେ

ଉଇକିଅଭିଧାନ‌ରୁ

ଠାୟେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ.[ସମ୍ପାଦନା]

୧. ଠାରେ; ନିକଟରେ — ୧. At; near.

ଆମ୍ଭ ନୃତ୍ୟ ଗୀତ ଦେଖି ଦାନ ଦେବ,ଜଣାଅ ରାଜାଙ୍କ ଠାୟେ ପ୍ରାଚୀ. ରହସ୍ୟମଞ୍ଜରୀ

୨. ଏକା ସ୍ଥାନରେ —୨. In one place.

ଆତ୍ମଧ୍ୟାନରେ ଥିବା ଠାୟେ, କାହିଁକି ନ ଚଳିବ ପାୟେ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ

୩. କୌଣସି ନିର୍ଦିଷ୍ଟ ସ୍ଥାନରେ —୩. At a certain place.