ଠେଁସା
ଦେଖଣା
ଠେଁସା
ଉଚ୍ଚାରଣ
[ସମ୍ପାଦନା](ଠେଁସା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଠେଁସୀ,ଠେଁସେଈସ୍ତ୍ରୀଲିଙ୍ଗ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଆଧାର; ଭରା; ଆଶ୍ରୟ — ୧. Support; prop.
- ୨. ଠେଲା; ପେଲା — ୨. Push.
- ୩. ଆଦେଶ ନ ମାନିବା; ଅବାଧ୍ୟତା — ୩. Disobedience of order; insubordination; recalcitrance; refractoriness.
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଅବାଧ୍ୟ —୧. Insubordinate.
- ୨. ପେଲୁଥିବା — ୨. Pushing; shoving.
- ୩. କାର୍ଯ୍ୟର ଦାୟିତ୍ୱ ଆପଣା ଉପରକୁ ନ ନେବା — ୩. Evasive.
- ୪. ଅମାନିଆ —୪. Disobedient.
- ୫. ଯେଉଁ ବାଳକ ବା ଭୃତ୍ୟ ଗୁରୁଜନ ବା ପ୍ରଭୂଙ୍କ ବାକ୍ୟକୁ ଅବଜ୍ଞାସୃଚକ ଜବାବ ଦିଏ — ୫. Refractory; realcitrant (boy or servant).