ଡଗରା
ଡଗରା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଯେଉଁ ବ୍ୟକ୍ତି ଦ୍ୱାର ରାଜାଦେଶ ଉଦ୍ଗୋଷିତ ହୁଏ; ଭାଟ —୧. A herald; a preclaimer of royal order.
ଉଚ୍ଚୈଃ ସ୍ୱରେ ଡଗରା ଘୋଷିଲା ପଣଂଉଷାର ରାଧାନାଥ. ଭାଷା
- ୨. ଗୁପ୍ତଚର —୨. Spy.
ଡ଼ଗରା ବୁଲୁଛି ମୁର, ବିଷାଇ ବିଷମ ଶର କବିସୂର୍ଯ୍ୟ. ସଙ୍ଗୀତ
- ୩. ଅଣ୍ଡାଏତ; ପାଇକମାନଙ୍କ ସର୍ଦ୍ଦାର — ୩. The headman of peons.
- ୪. ଦୂତ; ବାର୍ତ୍ତାବହ —୪. Messanger
ତିଆରି କର ସୈନ୍ୟ ଡକାଅ ଡଗରାକୁ ଚାଲ ଯିବା ସମସ୍ତେ କାମ୍ୟକୁ ବନକୁ କୃଷ୍ଣସିଂହ. ମହାଭାରତ ବନ.
- ୫. ଖଣ୍ଡାଏତମାନଙ୍କର ଶାଖାବିଶେଷ — ୫. A class or sect of Khandayats.
ବିଶେଷଣ -[ସମ୍ପାଦନା]
ଯେ ଡଗଡଗ ହେଇ ଚାଲେ; ଯାହାର ଗୋଡ଼ ଲମ୍ୱ — Long-legged (ant etc); stalking