ଢିଙ୍କିରେ (ଧାନ ଆଦି)ଶୁଖେଇବା

ଉଇକିଅଭିଧାନ‌ରୁ

ଢିଙ୍କିରେ (ଧାନ ଆଦି)ଶୁଖେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଢିଙ୍କିରେ କୁଟା ଯାଉଥିବା ଧାନ ଆଦିକୁ ଲେଉଟ ପାଉଟ କରିବା — To stir the contents of the mortar during the husking operation of the 'Ḍheṅki'

[ ଦ୍ର—ଢିଙ୍କିର ମୂଷଳ ଉପରକୁ ଉଠି ପୁର୍ନବାର ତଳକୁ ପଡ଼ିବା ମଧ୍ୟରେ ଯେଉଁ ଅଳ୍ପ ସମୟ ବ୍ୟବଧାନ ଥାଏ, ସେହି ସମୟରେ ଢିଙ୍କି ଭରାଣ୍ଡିରେ ଥିବା ଧାଲକୁ ହାତଦ୍ୱାରା ଏପରି ସାବଧାନ ହୋଇ ଲେଉଟ ପାଉଟ କରିବାକୁ ହୁଏ ଯେ ଢିଙ୍କିର ମୂଷଳ ଭରାଣ୍ଡିରେ ପଡ଼ିବା ବେଳକୁ ହାତଟି ଭରାଣ୍ଡି ଭିତରକୁ ବାହାରି ଆସି ଥାଏ ନଚେତ୍ ସମା ମୂଷକ ଥରେ କରପୃଷ୍ଠରେ ପଡ଼ିଲେ

ହାତ କୁଟି ହୋଇଯିବା ନୂଆ କରି ଶୁଖାଉଥିବା ଲୋକଙ୍କ ହାତରେ ଏନେକ ସମୟରେ ଢିଙ୍କି ପଡ଼ିଯାଏ ]