ଢୁଁ ମାରିବା

ଉଇକିଅଭିଧାନ‌ରୁ

ଢୁଁ ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଅଶ୍ଳୀଳ)[ସମ୍ପାଦନା]

୧. କୌଣସି ବ୍ୟକ୍ତି କଥାପ୍ରସଙ୍ଗରେ 'ହୁଁ' ଶବ୍ଦ ଉଚ୍ଚାରଣ କଲେ, ତାକୁ ଉପହାସ କରିବାକୁ 'ଢୁଁ' ଶବ୍ଦ ଉଚ୍ଚାରଣ କରିବା