ଢେଗା ମାରିବା

ଉଇକିଅଭିଧାନ‌ରୁ

ଢେଗା ମାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଢେଗା ଗଳାଇବା; ଢେଗା ଗଳେଇବା—ଅନ୍ୟରୁପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

କୌଣସି ବସ୍ତ୍ରଖଣ୍ଡକୁ ଅଟକାଇ ରଖିବା ଉଦ୍ଦେଶ୍ୟରେ ଦୁର ଛାଡ଼ିଆ କରି ଟାଙ୍କା ମାରି ସିଲେଇ କରିବା —To make single and distant stitches.