ଣତ୍ୱ ବିଧାନ

ଉଇକିଅଭିଧାନ‌ରୁ

ଣତ୍ୱ ବିଧାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଣତ୍ୱବିଧି—ଅନ୍ୟରୂପ)

ସଂସ୍କୃତ -[ସମ୍ପାଦନା]

ପଦ ମଧ୍ୟରେ ଥିବା 'ନ' ଅକ୍ଷର ଯେଉଁ ଯେଉଁ ସ୍ଥାନରେ 'ଣ' ହୁଏ ଓ ଯେଉଁ ଯେଉଁ ସ୍ଥାନରେ 'ନ' ରହେ ତଦ୍ୱିଷୟକ ବ୍ୟାକରଣ— ଗତ ନିୟମ ବା ବିଧାନ —The gramamatical rule as to where 'Na' is turned into 'Na' and where not.

[ଦ୍ରଷ୍ଟବ୍ୟ —୧ ପଦ ମଧ୍ୟରେ ଥିବା ଋ, ର, ଷର ପରବର୍ତ୍ତି 'ନ' 'ଣ' ହୁଏ ୨ 'ନ' ଭିନ୍ନ ତ ବର୍ଗୀୟ ବର୍ଣ୍ଣ ସଂଯୁକ୍ତ 'ନ' 'ଣ' ହୁଏନାହିଁ ୩ ଯ, ବ, ହ, ଅନୁସ୍କାର, ବିସର୍ଗ, ସ୍ୱରବର୍ଣ୍ଣ, କ ବର୍ଗ, ପ ବର୍ଗ ବ୍ୟବଧାନ ଥିଲେହେଁ 'ନ' 'ଣ' ହୁଏ]