ତଜ୍ଜାତୀୟ

ଉଇକିଅଭିଧାନ‌ରୁ

ତଜ୍ଜାତୀୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତଜ୍ଜାତୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ତତ୍+ଜାତି+ଈୟ)[ସମ୍ପାଦନା]

୧. ସେହି ଜାତି ବା ଶ୍ରେଣୀର ଅନ୍ତର୍ଗତ —୧. Belonging to that species or class; of that class.
୨. ସେହି ପ୍ରକାର, ତତ୍ତୁଲ୍ୟ —୨. Similar to that.