ତଡ଼ିଦ୍ଗର୍ଭ

ଉଇକିଅଭିଧାନ‌ରୁ

ତଡ଼ିଦ୍ଗର୍ଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତଡ଼ିଦ୍ଗର୍ଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ତଡ଼ିତ୍+ଗର୍ଭ, ବହୁବ୍ରୀହି; ସନ୍ଧିଦ୍ୱାରା ତ +ଗ =ଦ୍ଗ[ସମ୍ପାଦନା]

୧. ଯାହା ଗର୍ଭରେ ବିଦ୍ୟୁତୁ ଅଛି — ୧. Charged with lightening or electricity.
୨. ବିଦ୍ୟୁତ୍ୱିଶିଷ୍ଟ —୨. Electric.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ମେଘ —Cloud.