ଥକତ୍

ଉଇକିଅଭିଧାନ‌ରୁ

ଥକତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥଗିତ)[ସମ୍ପାଦନା]

୧. ଅବସନ୍ନ; କ୍ଳାନ୍ତ; ଥକାମରା — ୧. Tired; weary.

(ଯଥା—ତାକୁ ଯାବତା କରି କରି ଥକ୍ତ ହୋଇ ଗଲିଣ)

ବିଶେଷ୍ୟ -[ସମ୍ପାଦନା]

କ୍ଳାନ୍ତି; ଶ୍ରାନ୍ତି —Weariness.

(ଯଥା—ଚାଲି ଚାଲି ମତେ ଥକତ୍ ଲାଗିଲାଣି)