ଥଣ୍ଡ୍

ଉଇକିଅଭିଧାନ‌ରୁ

ଥଣ୍ଡ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ତବ୍ଧ; ପ୍ରା. ଟଡ୍ଡ)[ସମ୍ପାଦନା]

୧. ଶୀତଳ; ଥଣ୍ଡା — ୧. Cold.
୨. ଶୀତଳ କରାଯାଇଥିବା —୨. Cooled.
୩. ଶାନ୍ତ; ଶମିତ —୩. Appeased.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶୀତଳତା —Coolness.