ଥଳକୂଳ

ଉଇକିଅଭିଧାନ‌ରୁ

ଥଳକୂଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥଳ ଓ କୂଳ)[ସମ୍ପାଦନା]

୧. ଗଭୀରତାର ପରିମାଣ ଓ ନଦ୍ୟାଦିର ଅପର ପାରର ଇୟତ୍ତା — ୧. Ascertainment of the depth and the opposite shore of an expanse of water.

ନ ପାଇ ତାର ଥଳକୂଳ, ଏରୂପେ ସେ କାରୁଣ୍ୟ ଜଳ ଭୂପତି, ପ୍ରେମପଞ୍ଚାମୃତ

୨. ସ୍ଥିରତା; ନିଶ୍ଚୟତା —୨. Certainty.

(ଯଥା—ତା କଥାରେ ମୁଁ କିଛି ଥଳକୂଳ ପାଉନାହିଁ)