ଥାନ

ଉଇକିଅଭିଧାନ‌ରୁ

ଥାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ; ପ୍ରା. ଥାନ)[ସମ୍ପାଦନା]

୧. ଜାଗା; ସ୍ଥଳ — ୧. Place; station.

ଆରେ ଥିରମତି, ଥାନ ବାକି ନ ରଖେ ତୋ ଚୁମ୍ୱତତି କବିସୂର୍ଯ୍ୟ. କବିତାକଲ୍ଲୋଳ

୨. ପାତ୍ର; ଆଧାର —୨. Receptacle.
୩. ରହିବାର ସ୍ଥାନ —୨. Room; space; position.
୪. ଖଣ୍ଡେ ଜମି —୪. plot of land.
୫. ସମ୍ୱ ଲୁଗା —୫. A long piece of cloth.
୬. ଧଡ଼ି ନ ଥିବା ନିର୍ଦ୍ଦିଷ୍ଟ ଦୈର୍ଘ୍ୟଯୁକ୍ତ ଲମ୍ୱ ଲୁଗା — ୬. A long piece of cloth without border; a whole length of cloth.
୭. ଏକ ଖଣ୍ଡ —୭. A piece.

(ଯଥା—ଅଳଙ୍କାର ୩ ଥାନ ମଧ୍ୟରେ ନାକରେ ନିମ୍ୱକାଠି)

[ଦ୍ରଷ୍ଟବ୍ୟ —ଅଳଙ୍କାର, ବାସନ, ଲୁଗା, ଗିନି ମୋହର ଆଦିର ଖଣ୍ଡ ନ କହି ଥାନ ବୋଲାଯାଏ]

୮. ଧାତୁର ବଡ଼ ପତର —୮. A sheet of metal.
୯. ଘୋଡ଼ା, ଗାଈ ଆଦି ପଶୁ ବନ୍ଧା ହୋଇ ରହିବା ସ୍ଥାନ — ୯. Stall for a horse or cattle.