ଥୁକିଥାଇ

ଉଇକିଅଭିଧାନ‌ରୁ

ଥୁକିଥାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଥୁକିଆ, ଥୁକ୍କିଥାଇ, ଥୋକିଥାଇ—ଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ.[ସମ୍ପାଦନା]

୧. ଥୁ (ଦେଖ) - ୧. Thu (See)
୨. ଖେଳାଳି ପିଲା ଖେଳମଧ୍ୟରେ ଅନ୍ୟ ସ୍ଥାନକୁ କିଛି କ୍ଷଣ ପାଇଁ ଖେଳ ଛାଡ଼ି ଚାଲିଗଲା ବେଳେ ଖେଳକୁ କିଛିକ୍ଷଣ ସ୍ଥଗିତ ରଖିବା ପାଇଁ ଭୂମିରେ ଅଙ୍କିତ କ୍ଷେତ୍ରରେ ବା ସାରରେ ଛେପ ପକାଇବା ବେଳେ ବ୍ୟବହାର କରିବା ଶବ୍ଦ (ଏଥିରେ ଅର୍ଥ ମୁଁ ଫେରି ଆସିବା ଯାକେ ଖେଳ ବନ୍ଦ ରହିଲା) —୨. (An interjection used by a player who is obliged to leave the game for some little time and who spits at the pot and utters this word) Let the game be stopped till I come back.