କଅଁଳା ପିଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଅଁଳା ପିଲା
ଉଚ୍ଚାରଣ: Kaañḻā pilā

ଦେ. ବି. —

ଉକିଆଣି ପିଲା; ଅଳ୍ପ ଦିନ ହେଲା ଜନ୍ମିଥିବା ଶିଶୁ; କୋମଳ ଶିଶୁ —Tender baby.

ଗାଆଁରେ କଅଁଳା ପିଲାଙ୍କୁ ଦୃଷ୍ଟି ଦେଲେ ପୁଙ୍କି ଉଡ଼ାଁଇ ଦିଏ— ଫକୀରମୋହନ, ଛଅମାଣଆଠଗୁଣ୍ଠ