ଧଂଶିବା

ଉଇକିଅଭିଧାନ‌ରୁ

ଧଂଶିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. (ସଂସ୍କୃତ - ଦନ୍ଶ୍ ଧାତୁ) ଦଂଶନ କରିବା; କାମୁଡିବା — ୧. To bite.
୨. (ସଂସ୍କୃତ - ଧ୍ୱଂସ) ଧ୍ୱଂସ କରିବା — ୨. To destrot; to ruin.
୩. (ସଂସ୍କୃତ - ଧର୍ଷଣ) ବଳାତ୍କାର କରିବା; ଧର୍ଷଣ କରିବା — ୩. To use force; to assault; to outrage.
୪. ଲହସିଯିବା; ଚପିଯିବା; ଦବିଯିବା — ୪. To sink down; to yield.