ଧଡ଼ ଧାଡ଼ିଆ

ଉଇକିଅଭିଧାନ‌ରୁ

ଧଡ଼ ଧାଡ଼ିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଶିଥିଳ; ଶିଥିଳକୃତ — ୧. Slackened; loosened.
୨. ଲୁଳିତ —୨. Wrinkled.
୩. ଧଡ଼ ଧଡ଼ ଶବ୍ଦ କରୁଥିବା — ୩. Producing a Dhaṟḍ̠a-dhaṟḍ̠a sound.