ଧଡ୍ଧଡ୍

ଉଇକିଅଭିଧାନ‌ରୁ

ଧଡ୍ଧଡ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ.—(ଧ୍ୱନ୍ୟରୁକରଣ)[ସମ୍ପାଦନା]

୧. ଛାତି ଥରିବାର ଶବ୍ଦ — ୧. Sound of palpitation of the heart.
୨. ଶୁଖିଲା ଚମଡ଼ାକୁ କାଠିରେ ପିଟିବର ଶବ୍ଦ ବା ଟାଆଁସା ଲୁଗା କଠିଣା ବସ୍ତୁରେ ବାଜିବାର ଶବ୍ଦ — ୨. Sound produced by striking a dry skin with a stick or by a stiff cloth striking against a hard thing.
୩. ଦୁଇଟା କଠିନ ବସ୍ତୁର ପରସ୍ପର ଆଘାତଜନିତ ଶବ୍ଦ — ୩. Sound produced by two hollow things clashing against each other; rumbling sound.

କାଳିଆ ବଳଦ ଗଲାରେ ହାଣ୍ଡି କୁଣ୍ଢେଇ ସମ୍ଭାଳି ଥବୁ ହାଣ୍ଡି ଧଡ଼ଧଡ଼ କଲା ରେ—ଶିଶୁଗୀତ

୪. ବୃଦ୍ଧାବସ୍ଥା ବା ରୋଗରୁ ଶରୀରର ଚମଡ଼ା ଶିଥିଳ ହେବା — ୪. Wrinkling or slackening of the skin of the body due to old age or sickness.

[ଦ୍ରଷ୍ଟବ୍ୟ —ଧଡ଼ଧଡ଼ଠାରୁ ଅନୁଚ୍ଚଶବ୍ଦକୁ ଧୁଡ୍ଧୂଡ୍ ବୋଲାଯାଏ ]