ନଇଲେ

ଉଇକିଅଭିଧାନ‌ରୁ

ନଇଲେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନ ହେଲେ—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ନୋଚେତ୍)[ସମ୍ପାଦନା]

୧. ନୋଚେତ୍ — ୧. Nor.

ଆସିଲେ ଆସଇ ଜୀବ ନଇଲେ ନଆସେ ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତା

୨. ଅନ୍ୟଥା —୨. Otherwise; else.
୩. ଅଥବା —୩. Or.

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. (ଅତୀତକାଳ) (ଆଦରାର୍ଥକ ସେ ବା ସେମାନେ)— ଆସିଲେ ନାହି; ଆସି ନାହାନ୍ତି —୧. (he or they) Did not come; have not come.

କଣ୍ଟ କରି କାଲି ରଜନୀ ସଜନି ନାଇଲେ ଗୋ ବଂଶୀଧାରୀ ପ୍ରାଚୀନ ସଙ୍ଗୀତ

୨. (ସମ୍ଭାବନାର୍ଥକ) ଯଦି ତୁମ୍ଭେ ମୁଁ ବା ସେ ବା ସେମାନେ ନ ଆସିଲେ —୨. If you or I or he or they do not come.