ନଖ ଛାଡ଼ିବା

ଉଇକିଅଭିଧାନ‌ରୁ

ନଖ ଛାଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ନଖ ରଖିବା, ନଖ ବଢ଼ା(ଢ଼େ)ଇବାଅନ୍ୟରୂପ

ଦେଶଜ - କ୍ରିୟାପଦ -[ସମ୍ପାଦନା]

ନଖକୁ ନ କାଟିବା; ନଖକୁ ନ କାଟି ବଢ଼ିବାକୁ ଦେବା —To let the nails grow (without clipping them).

[ଦ୍ରଷ୍ଟବ୍ୟ —କେହି କେହି କୌଣସି ଦେବତାଙ୍କଠାରେ ମାନସିକ କରି ଅଭୀଷ୍ଟସିଦ୍ଧି ନ ହେବା ପର୍ଯ୍ୟନ୍ତ ନଖ ଛାଡ଼ନ୍ତି]