ପଇଟାଇବ

ଉଇକିଅଭିଧାନ‌ରୁ

ପଇଟାଇବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପଇଠାଇବା, ପେଟାଇବା, ପୈଠାଇବାଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପୁନରାବୃତ୍ତି)[ସମ୍ପାଦନା]

୧. ମୁଖସ୍ଥ କରିବା — ୧. To get by heart; to commit to mwmory; to learn by rote.
୨. କୌଣସି ପାଠକୁ ବାରମ୍ୱାର ଘୋଷିବା — ୨. To go on reading a passage till it is mastered.