ପଏଡ଼

ଉଇକିଅଭିଧାନ‌ରୁ

ପଏଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ପ୍ରତିବନ୍ଧକ)[ସମ୍ପାଦନା]

୧. ବ୍ୟାଘାତ; ବାଧା; ପ୍ରତିବନ୍ଧକ — ୧. Obstacle; obstruction.
୨. କୌଣସି ପଦାର୍ଥ ଉପରେ ମାଡ଼ିବସିବା ଚାପ — ୨. A perssure put on a thing or covering it
୩. (ସଂସ୍କୃତ - ପଦକ; ପ୍ରା ପଅଗ, ପଗ) ପାଦଦ୍ୱାରା ଥରକେ ଯେତେ ସ୍ଥାନ ଆକ୍ରାନ୍ତ ହୁଏ; ପାହୁଣ୍ଡ —୩. The space enclosed by one step of a person while walking; one step; a pace.