ପଏଶନ୍

ଉଇକିଅଭିଧାନ‌ରୁ

ପଏଶନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର ବିଶେଷ୍ୟ -[ସମ୍ପାଦନା]

ଲୁଗାର ଭରଣି ସୂତା — The woof of a cloth.

ଦେଶଜ - ବିଶେଷ୍ୟ - (ଲରିଆ; ତୁଳ ହିନ୍ଦୀ - ପସୀନା)[ସମ୍ପାଦନା]

ଝାଳ; ସ୍ୱେଦ — Sweat; perspiration.