ପକାଉଠା କରିବା

ଉଇକିଅଭିଧାନ‌ରୁ

ପକାଉଠା କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପକାଇବା ଉଠାଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଲକ୍ଷଣାର୍ଥ) କୌଣସି ସ୍ଥାନକୁ ଉପର୍ଯ୍ୟୁପରି ଗର୍ଜନ ବା ଉଚ୍ଚ ଶବ୍ଦଦ୍ୱାରା କମ୍ପମାନ କରିବା —୧. (fig) To shake a place by repeated roarings and loud sounds.

(ଯଥା— ସେ ଦୁହେଁ କଳି କଜିଆରେ ଗାଆଁକୁ ପକାଉଠା କରୁଛନ୍ତି)

୨. (ଲକ୍ଷଣାର୍ଥ) ବିଶେଷ ଭାବରେ ଆନ୍ଦୋଳିତ କରିବା — ୨. (fig) To create a violent agitation or commotion.


୩. (ରୋଗର ଯନ୍ତ୍ରଣା) କୌଣସି ବ୍ୟକ୍ତିକୁ ଅସ୍ଥିର କରିବା; ଛଟ ପଟ କରାଇବା —୩. To make a person restliss through pangs.

(ଯଥା—ଏ ରୋଗ ପିଲାଟିକୁ ଭାରି ପକା ଉଠା କରୁଛି)