ଫକଡ଼ି
ଫକଡ଼ି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଫକ(କ୍କ)ଡ଼ାମି; ଫକ(କ୍କ)ଡ଼, ବାଜି; ଫକ(କ୍କ)ଡଂବାଜିଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆ)[ସମ୍ପାଦନା]
- ୧. ଶଠତା; ଧୀର୍ତ୍ତତା; ଧଡ଼ବାଜୀ — ୧. fraud; deception
- ୨. ଦୁଷ୍ଟାମି — ୨. Wickedness.
- ୩. ନିର୍ଦ୍ଧନତା —୩. Poverty.
- ୪. ଫାଜିଲାମି —୪. Vain-glory.
- ୫. ଅନ୍ତଃସାରଶୂନ୍ୟତା —୫. Hollowness.
- ୬. ପ୍ରଗଲ୍ଭତା; ବାଚାଳତା; ଆତ୍ମପ୍ରାଧାନ୍ୟ ଦେଖାଇହେବା; ବାଲିଙ୍ଗି —୬. Bragging; wagging; drollery.
- ୭. ନୀଚତା —୭. Meanness.
(ଉକଡ଼ିଆ—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ଫକଡ଼ି
|
ବୈଦେଶିକ - ବିଶେଷଣ -[ସମ୍ପାଦନା]
- ୧. ନିର୍ଦ୍ଧନ — ୧. Poor.
- ୨. ବାଚାଳ —୨. Bragging.