ବଢେଇବା

ଉଇକିଅଭିଧାନ‌ରୁ
(ବ(ଢେ)ଇବାରୁ ଲେଉଟି ଆସିଛି)

ବ(ଢେ)ଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବର୍ଦ୍ଧନ; ପ୍ରା. ବଡ୍ଢଣ)[ସମ୍ପାଦନା]

୧. ବଢ଼ିବା କ୍ରିୟାର ଣିଜନ୍ତ ରୂପ — ୧. Causative of Baṟḍ̠ẖibā
୨. ବାଢ଼ିବା କ୍ରିୟାର ଣିଜନ୍ତ ରୂପ — ୨. Causative of Bāṟḍ̠ẖibā
୩. (କର ଆଦି) ପ୍ରାସାରିତ କରିବା — ୩. To extend or outstretch.

ଖମଣି ମଣ୍ଡଳକୁ ତୁ କର ବତାଉଇଲୁରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଖ ଗୀତା

୪. ପୂରଣ କରିବା —୪. To finish; to fulfil.


ଅନୁବାଦ[ସମ୍ପାଦନା]

ଆଜଠାରୁ ତୁମ୍ଭର ଆଶ୍ରମରେ ଥିବ ତୁମ୍ଭର ମନୋରଥ ସମସ୍ତ ବଢ଼ାଇବି କୃଷ୍ଣସିଂହ. ମହାଭାରତ ବନ

୫. ପ୍ରାଣକୁ ନାଶ କରିବା; ମାରିବା —୫. To destroy life; to kill.

ବୋଇଲା ବ୍ରାହ୍ମଣ ତୁ ହେଲୁ ନିଶ୍ଚେଁ ବାଇ ତୋ ଘେନି ସବୁ ଦ୍ୱିଜେ ଦେବି ମୁଁବଢ଼ାଇ କୃଷ୍ଣସିଂହ. ମହାଭାରତ. ବନ

୬. ଶିଶୁ ଆଦିଙ୍କୁ ବାଲ୍ୟ କାଳରୁ ଲାଳନ ପିଳନ କରବା — ୬. To bring up or foster a child.

ଏ ଲଳିତ ବପୁ ବଢ଼ାଇଲା ଯେହୁ ନିଜ ସ୍ତନୁ ଦେଇ କ୍ଷୀର ରାଧାନାଥ, ଯଯାତି

୭. ହସ୍ତଦ୍ୱାରା କୌଣସି ବସ୍ତୁକୁ ଅନ୍ୟ ବ୍ୟକ୍ତିଠାରେ ଅର୍ପଣ କରିବା —୭. To hand over.

ବିଡ଼ିଆ ବିଡ଼ି ବଢ଼ାଇଲି ସଜାଡ଼ି କବିସୂର୍ଯ୍ୟ. ରତ୍ନାକର ଚମ୍ପୂ

୮. (ମନ) ବଳାଇବା —୭. To engage or incite one's mind to do a thing; to make one's mind intent upon doing a thing.

ଯାବତ ନାନା କର୍ମ କରେ ମନ ବଢ଼ାଇ ନିରନ୍ତରେ ଜଗନ୍ନାଥ, ଭାଗବତ

୯. (ଲକ୍ଷଣାର୍ଥ) ସାହାଯ୍ୟ କରିବା —୯. (figurative) To help.

ବିଚାରି ଭରସା ବଢ଼ାଆ ଅପରିମିତ କବିସୂର୍ଯ୍ୟ, ସଙ୍ଗୀତ

୧. ଆଗକୁ ଧାବିତ କରାଇବା — ୧୦. To cause to run forward.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ଅଧିକ ସୂତା ଛାଡ଼ି ଘୁଡ଼ିକୁ ବେଶି ବେଶି ଉଚ୍ଚକୁ ଉଠିବାକୁ ଦେବା —To let one's kite fly higher than the other by letting out more string.