ବଂଶ ଚରିତ୍ର

ଉଇକିଅଭିଧାନ‌ରୁ

ବଂଶ ଚରିତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବଂଶାନୁଚରିତ୍ର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ବଂଶ+ଚରିତ୍ର)[ସମ୍ପାଦନା]

୧. କୌଣସି ବଂଶଜାତ ବ୍ୟକ୍ତିଙ୍କର ଆଚରଣ —୧. The general character of the members of a family.
୨. କୌଣସି ବଂଶର ଧାରାବାହିକ ବିଶିଷ୍ଟତା —୨. The traditional characteristic of a family.

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

ବଂଶ ଚରିତ (ଦେଖ) - Baṁṡa charita (See)