ବଇ ସୁଲତାନ୍

ଉଇକିଅଭିଧାନ‌ରୁ

ବଇ ସୁଲତାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବୈସୁଲ୍ତାନ୍(ନି), ବୈସୁନ୍ତାନ(ନି)ଅନ୍ୟରୂପ

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବୈ=ବିକ୍ରି+ସୁଲତାନୀ= ସମ୍ରାଟଙ୍କ ସମ୍ୱନ୍ଧୀୟ; ରାଜସ୍ୱ ବାକି ନିମନ୍ତେ ସରକାରଙ୍କଦ୍ୱାରା ଜମିଦାର ନିଲାମ କରାଯାଉଥିବାରୁ)[ସମ୍ପାଦନା]

ରାଦସ୍ୱ ବାକି ପଡ଼ିଥିବାରୁ ସରକାରଙ୍କଦ୍ୱାରା ଜମିଦାରିର ନିଲାମ — Sale of Zamindaries for arrears of revenue.

ବିଶେଷଣ -[ସମ୍ପାଦନା]

ରାଜସ୍ୱ ବାକି ନିମନ୍ତେ ନିଲାମ କରା ଯାଇଥିବା (ଜମିଦାରୀ) —(estate) Sold for arrears of its revenue.