ବଇଠା

ଉଇକିଅଭିଧାନ‌ରୁ

ବଇଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବେଠା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ଶୂଦ୍ରାଦିଙ୍କ ବ୍ୟବହୃତ ଭାଷା)[ସମ୍ପାଦନା]

୧. ପ୍ରଦୀପ — ୧. Lamp.

ବଇଠା ମିଞ୍ଜି ମିଞ୍ଜି ହୋଇ ଜଳୁଅଛି ଫକୀରମୋହନ. ଛମାଣ ଆଠଗୁଣ୍ଠ

୨. (ସଂବିଷ୍ଟ ଉପବେଶନ କରିବା —୨. Sitting.
୩. ବସାଇବା —୩. Causing to sit; setting.
୪. ଦୀପରୁଖା —୪. Lampstand.
୫. ଖୋରଧା ସହରର ଦକ୍ଷିଣ ପଶ୍ଚିମରେ ଏକ ମାଇଲ ଦୂରରେ ଥିବା ପର୍ବତବିଶେଷ —୫. Name of a hill to the south-west of the town of 'Khurdā', at a distance of one mile.