ଚୁକ୍ତି

ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ବିଶେଷ୍ୟ


ଚୁକ୍ତି

ଉଚ୍ଚାରଣ[ସମ୍ପାଦନା]

$1

  • (file)
  • (file)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚ୍ୟୁତ୍ କୃତ୍ତି; ପ୍ରା. ଚୁକ୍କି ହିନ୍ଦୀ - ଶବ୍ଦସାଗର)[ସମ୍ପାଦନା]

୧. ଶେଷ ନିଷ୍ପତ୍ତି —୧. Final decision.
୨. ବିବାଦର ମୀମାଂସା ବା ସମାଧାନ — ୨. Settlement of a dispute.
୩. ହିସାବର ବା ଦେୟ ଟଙ୍କାର ବିବାକ ପରିଶୋଧ; ଋଣାଦିର ଶେଷ ନିଷ୍ପତ୍ତି —୩. Final settlement of accounts or payment; liquidation of a loan.
୪. ଅଙ୍ଗୀକାର; କୌଣସି କାର୍ଯ୍ୟ କରିବା ପାଇଁ ଜବାବ୍ — ୪. Agreement; promise.
୫. ଉଭୟପକ୍ଷଦ୍ୱାରା ସ୍ୱୀକୃତ ଜବାବ —୫. Contract.
୬. ଶେଷ; ଅନ୍ତ —୬. End; finish.