ବଉଳ ବାଟ

ଉଇକିଅଭିଧାନ‌ରୁ

ବଉଳ ବାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବିବାହ ବେଳେ କନ୍ୟା ପିନ୍ଧିଥିବା ହଳଦିଆ ପାଞ୍ଚି —A piece of yellow cloth having broad yellow borders used at the time of marriage by the bride.

[ଦ୍ରଷ୍ଟବ୍ୟ —ବରର ପିନ୍ଧିବା ଲୁଗା ଯୋଡ଼ାକୁ ପାଞ୍ଚି ବୋଲାଯାଏ ପାଞ୍ଚିର ଚାଦରର ଗୋଟିଏ କୋଣ ସଙ୍ଗେ ବଉଳବାଟର ଗୋଟିଏ କାନି ଗଇଣ୍ଠା ହୁଏ; ଏ ଗ୍ରନ୍ଥିକୁ ଗଇଣ୍ଠାଳ କହନ୍ତି]