ବକତଇ ବଳିଆର୍

ଉଇକିଅଭିଧାନ‌ରୁ

ବକତଇ ବଳିଆର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବାକ୍ୟ. (ଫାରାସୀ - ବଖ୍ତ+ସଂସ୍କୃତ - ହି+ସଂସ୍କୃତ - ବଳବାନ୍)[ସମ୍ପାଦନା]

ବର୍ତ୍ତମାନ ଭାଗ୍ୟହିଁ ତୋର ଅନୁକୂଳ —Your luck is good now.

(ଯଥା—ତୋ ବକତଇ ବଳିଆର୍, ତୁ ଆଜି ବାଘମୁହଁରୁ ବର୍ତ୍ତି ଆସିଲୁ)