ବକ୍ ବକ୍

ଉଇକିଅଭିଧାନ‌ରୁ

ବକ୍ ବକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବକ୍ଝକ୍, ବକର୍ଝକର୍, ବକର୍ ବକର୍ଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - (ଧ୍ୱନ୍ୟନୁକରଣ) ଅ[ସମ୍ପାଦନା]

୧. ଏଣୁ ତେଣୁ ଗୁଡ଼ାଏ ଗପିବା —୧. Babbling.
୨. ଅନର୍ଥକ ବାକ୍ୟ ପ୍ରୟୋଗ — ୨. Gibberish.
୩. କ୍ରମାଗତ ଗପିବା —୩. Continuous talking.